।। ମାଛବେସର ।।
ମାଛ ଯେତେପ୍ରକାର ତାକୁ କର ବେସର
ବଡ ହେଉ ଅବା ଚୁନା ମାଛ ହେଉ
ଜିରା ସୋରିଷକୁ କରି ବିଚାର ।୧।
କଇଁଆର ରସ ଆମ୍ବୁଲର ରସ
ଯଥା ବିଧି ହୁଏ ସେ ଦରକାର ।୨।
ଖାଉଥିଲେ ଲଙ୍କାମରିଚ଼
ଅଦା ପୁଣି ରସୁଣ ବାଟ ।୩।
ମାଛବେସରଟି ସବୁଠାରୁ ଭଲ
ଥରଟିଏ ଖାଇ ପରୀକ୍ଷା କର ।୪।
ଚୁନା ମାଛ ସବୁଠୁଁ ଭଲ
ଆମ ପାଇଁ ସେ ଦରକାର ।୫।
ମାଛ ଖାଅ ବେସର କରି
ସବୁଠାରୁ ଭଲ ତରକାରୀ ।୬।
ଅତ୍ୟଧିକ ତେଲମସଲା
କରଇ ସ୍ୱାସ୍ଥ୍ୟକୁ ଘାଇଲା ।୭।
◆◆◆◆◆
Partner Posts

ଚିନ୍ମୟୀ ପ୍ରିୟଦର୍ଶିନୀ
Comments 0