।। ମଲ୍ଲୀ ଫୁଲ ।।
ମଲ୍ଲୀଫୁଲ ମାଳ ମଲ୍ଲୀକି
ମଲ୍ଲୀଫୁଲ ମାଳ ମଲ୍ଲୀକି
ମଲ୍ଲୀକି ଡାକି ମୁଁ ଅଙ୍କେ ବସାଇଲି
ମଲ୍ଲୀ ଚାଲିଗଲା ଦିଲ୍ଲୀକି ।୧।
ମଲ୍ଲୀକି ଦିଲ୍ଲୀରେ ଦିଲ୍ଲୀରେ ମଲ୍ଲୀକି
ଖୋଜି ନପାଇଲି କାଲିକି ।୨।
ଦିଲ୍ଲୀରେ ମଲି ମୁଁ ମଲ୍ଲୀରେ ଦିଲ୍ଲୀ ମୁଁ
ମଲ୍ଲୀ ବିନା ମଲି ମଲ୍ଲୀକି ।୩।
କେତେ ଆଶା ନେଇ ଯାଇଥିଲି ମଲ୍ଲୀ
ଦିଲ୍ଲୀ ଭୁଲାଇଲା ମଲ୍ଲୀକି ।୪।
ଦିଲ୍ଲୀର ମଲ୍ଲୀତ ଦିଲ୍ଲୀରେ ରହିଲା
ଭୁଲି ହେଉନାହିଁ ମଲ୍ଲୀକି ।୫।
◆◆◆◆◆
Partner Posts
ଜ୍ୟୋତିର୍ବିଦ୍ ପଣ୍ଡିତ ଶ୍ଵେତ କୁମାର ଘଡାଇ
ବାସ୍ତୁ ବିଜ୍ଞାନ ବିଶାରଦ / ବିବାହ ବିଜ୍ଞାନ ବିଶାରଦ
Comments 0