।। ମହାଗଣପତି ।।
ଗଜାନନ ଗଉରୀସୁତଚରଣେ କୋଟି ଦଣ୍ଡବତ ।୧।ମହାଗଣପତି ବିଖ୍ୟାତବ୍ରହ୍ମାହରିହର ବନ୍ଦିତ ।୨।କୋଟି ବିଶ୍ଵେ ହେ ଗଣନାଥତୁମ୍ଭ ଇଚ୍ଛାରେ ଭବିଷ୍ୟତ ।୩।ଗତିଶୀଳ ଅଗତିନାଥହେ ଅତୀତନାଥ ଅତୀତ ।୪।ବର୍ତ୍ତମାନ ହେଭବିଷ୍ୟତତ୍ରିକାଳ ସତ୍ୟ ପରମାର୍ଥ ।୫।ବିଶ୍ୱବାସୀଙ୍କୁ ହେଉ ପ୍ରାପ୍ତଉଜ୍ୱଳମୟ ଭବିଷ୍ୟତ ।୬।◆◆◆◆◆
Partner Posts

ଚିନ୍ମୟୀ ପ୍ରିୟଦର୍ଶିନୀ
Comments 0